ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରହ୍ମପୁତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରହ୍ମପୁତ୍ର   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ବିଷ

ଉଦାହରଣ : ବ୍ରହ୍ମପୁତ୍ର ବିଷ ଅତି ମାରାତ୍ମକ

ସମକକ୍ଷ : ବ୍ରହ୍ମପୁତ୍ର ବିଷ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का विष।

ब्रह्मपुत्र बहुत घातक होता है।
ब्रह्मपुत्र

ଅର୍ଥ : ମାନସରୋବରରୁ ବାହାରି ହିମାଳୟର ପୂର୍ବ କ୍ଷେତ୍ର ଦେଇ ଭାରତରେ ପ୍ରବେଶ କରୁଥିବା ଏକ ନଦୀ

ଉଦାହରଣ : ବ୍ରହ୍ମପୁତ୍ର ବଙ୍ଗୋପସାଗରରେ ମିଶିଛି


ଅନ୍ୟ ଭାଷାରେ ଅନୁବାଦ :

भारत का एक नद जो मानसरोवर से निकलकर हिमालय के पूर्वी क्षेत्र से होकर भारत में प्रवेश करता है।

ब्रह्मपुत्र बंगाल की खाड़ी में गिरता है।
ब्रह्मपुत्र

An Asian river. Flows into the Bay of Bengal.

brahmaputra, brahmaputra river