ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରହ୍ମଚାରିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରହ୍ମଚାରିଣୀ   ବିଶେଷ୍ୟ

ଅର୍ଥ : ଦୁର୍ଗାଙ୍କ ନଅରୂପମଧ୍ୟରୁ ଏକ ରୂପ ଯେ ବ୍ରହ୍ମଚର୍ଯ୍ୟ ବ୍ରତୀ ଥିଲେ

ଉଦାହରଣ : ବ୍ରହ୍ମଚାରିଣୀଙ୍କର ପୂଜା ନବରାତ୍ରର ଦ୍ୱିତୀୟଦିନ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

दुर्गा के नवरूपों में से एक जो ब्रह्मचर्य व्रती थीं।

ब्रह्मचारिणी की पूजा नवरात्र के दूसरे दिन होती है।
ब्रम्हचारिणी, ब्रह्मचारिणी

ଅର୍ଥ : ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁଥିବା ସ୍ତ୍ରୀ

ଉଦାହରଣ : ଗୁରୁ ମାତା ବ୍ରହ୍ମଚାରିଣୀ


ଅନ୍ୟ ଭାଷାରେ ଅନୁବାଦ :

ब्रह्मचर्य व्रत का पालन करनेवाली स्त्री।

गुरु माँ ब्रह्मचारिणी हैं।
ब्रम्हचारिणी, ब्रह्मचारिणी