ଅର୍ଥ : ବୋଝ ଲଦିକରି ନେବା
ଉଦାହରଣ :
ଷ୍ଟେସନରେ କୁଲିଟି ଆମ ଜିନିଷ ପତ୍ର ବୋହିନେଲା
ସମକକ୍ଷ : ବୋହିନେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
ଉଦାହରଣ :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
ଅନ୍ୟ ଭାଷାରେ ଅନୁବାଦ :
Bear or be able to bear the weight, pressure,or responsibility of.
His efforts carried the entire project.ଅର୍ଥ : ଅନବରତ ରସ ସ୍ୱରୂପ ବାହାରିବା
ଉଦାହରଣ :
ତାଙ୍କର ବଥରୁ ପୂଜ ବୋହୁଛି
ସମକକ୍ଷ : ବାହାରିବା
ଅନ୍ୟ ଭାଷାରେ ଅନୁବାଦ :