ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଧକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଧକ   ବିଶେଷ୍ୟ

ଅର୍ଥ : ଶୃଙ୍ଗାର ରସର ହାବମାନଙ୍କ ମଧ୍ୟରୁ ଗୋଟିଏ ଭାବ ଯେଉଁଥିରେ ସଙ୍କେତ ଦେଇ ନିଜ ମନଭାବ ପ୍ରକଟ କରାଯାଏ

ଉଦାହରଣ : ନାୟିକାର ବୋଧକ ହାବରେ ନାୟକ ମୁଗ୍ଧ ହୋଇଗଲା

ସମକକ୍ଷ : ବୋଧକ ହାବ


ଅନ୍ୟ ଭାଷାରେ ଅନୁବାଦ :

शृंगार रस के हावों में से एक हाव जिसमें संकेत से अपने मन का भाव प्रकट किया जाता है।

नायिका के बोधक पर नायक मुग्ध हो गया।
बोधक

ବୋଧକ   ବିଶେଷଣ

ଅର୍ଥ : କହିବା ବା ବତେଇବା ବ୍ୟକ୍ତି

ଉଦାହରଣ : ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ

ସମକକ୍ଷ : ଦ୍ୟୋତକ, ବାଚକ, ବାଚୀ, ସୂଚକ


ଅନ୍ୟ ଭାଷାରେ ଅନୁବାଦ :

कहने या बताने वाला।

वेदांत जिन अर्थों का वाचक है, उन अर्थों को अंगीकार किये बिना संसार के धर्म एक नहीं होंगे।
द्योतक, बोधक, वाचक, वाची, सूचक

(usually followed by `of') pointing out or revealing clearly.

Actions indicative of fear.
indicative, indicatory, revelatory, significative, suggestive