ଅର୍ଥ : ପୁରାଣ ବର୍ଣ୍ଣିତ ବସୁଦେବଙ୍କର ଜଣେ ପତ୍ନୀ
ଉଦାହରଣ :
ବୈଶାଖୀ ଅତି ସୁନ୍ଦର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ବୈଶାଖ ମାସର ପୂର୍ଣିମା
ଉଦାହରଣ :
ତାର ଜନ୍ମ ବୈଶାଖ ପୂର୍ଣ୍ଣୀମା ଦିନ ହୋଇଥିଲା
ସମକକ୍ଷ : ବୈଶାଖ ପୂର୍ଣ୍ଣୀମା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୈଶାଖର ମେଷ ସଂକ୍ରାନ୍ତିରେ ପାଳନ କରାଯାଉଥିବା ପର୍ବ
ଉଦାହରଣ :
ପଞ୍ଜାବରେ ବଡ ଧୁମ୍ଧାମରେ ବୈଶାଖୀ ପାଳନ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
बैसाख की मेष संक्रान्ति को मनाया जानेवाला त्योहार।
बैसाखी पंजाब में बड़ी धूम-धाम से मनाई जाती है।A day or period of time set aside for feasting and celebration.
festival