ଅର୍ଥ : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
ଉଦାହରଣ :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
ସମକକ୍ଷ : ବୈଜୟନ୍ତିକା, ବୈଜୟନ୍ତୀ, ବୈଜୟନ୍ତୀ ମାଳା
ଅନ୍ୟ ଭାଷାରେ ଅନୁବାଦ :
एक प्रकार की माला जिसमें पाँच रंगों के फूल होते हैं।
श्याम ने अपनी प्रियतमा राधा के गले में वैजयंतीमाला डाल दी।