ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈଜୟନ୍ତିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈଜୟନ୍ତିକା   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ

ଉଦାହରଣ : ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ

ସମକକ୍ଷ : ବୈଜୟନ୍ତୀ, ବୈଜୟନ୍ତୀ ମାଳା, ବୈଜୟନ୍ତୀ ହାର


ଅନ୍ୟ ଭାଷାରେ ଅନୁବାଦ :

एक प्रकार की माला जिसमें पाँच रंगों के फूल होते हैं।

श्याम ने अपनी प्रियतमा राधा के गले में वैजयंतीमाला डाल दी।
बैजंती, बैजन्ती, वैजंती, वैजन्ती, वैजयंतिका, वैजयंती, वैजयंती हार, वैजयंती-माला, वैजयंतीमाला, वैजयन्तिका, वैजयन्ती, वैजयन्ती हार, वैजयन्ती-माला, वैजयन्तीमाला

Flower arrangement consisting of a circular band of foliage or flowers for ornamental purposes.

chaplet, coronal, garland, lei, wreath

ଅର୍ଥ : ଏକ ପ୍ରକାର ଗଛ ଯାହାର ଫୁଲ ଅତୀବ ସୁନ୍ଦର

ଉଦାହରଣ : ମାଳୀ ଉଦ୍ୟାନରେ ବୈଜୟନ୍ତୀ ଲଗାଉଛି

ସମକକ୍ଷ : ବୈଜୟଂତି, ବୈଜୟନ୍ତୀ


ଅନ୍ୟ ଭାଷାରେ ଅନୁବାଦ :

एक पौधा जिसके फूल बहुत सुंदर होते हैं।

माली उपवन में वैजयंती लगा रहा है।
बैजंती, बैजन्ती, वैजंती, वैजन्ती, वैजयंतिका, वैजयंती, वैजयन्तिका, वैजयन्ती