ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
ଉଦାହରଣ : ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
ସମକକ୍ଷ : ଅନାଥ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बिना मालिक या स्वामी का।
Having no lord or master.
ଅର୍ଥ : ଯେ ବିନା ଅବଲମ୍ବ ବା ସାହାରାରେ ଅଛି
ଉଦାହରଣ : ଅମରବେଲ ବିନାଶ୍ରୟରେ ବଞ୍ଚି ପାରିବ ନାହିଁ
ସମକକ୍ଷ : ଅନବଲମ୍ବ, ନିରବଲମ୍ବ, ନିରାଶ୍ରୟ, ବିନାଶ୍ରୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो बिना अवलंब या सहारे का हो।
ସଂସ୍ଥାପନ କରନ୍ତୁ