ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଳାଭୂମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଳାଭୂମି   ବିଶେଷ୍ୟ

ଅର୍ଥ : ସମୁଦ୍ରର ଅଳ୍ପ ସମତଳ ବାଲୁକା କୂଳ

ଉଦାହରଣ : ଆମେମାନେ ବୁଲିବାପାଇଁ ବେଳାଭୂମିକୁ ଯାଇଥିଲୁ


ଅନ୍ୟ ଭାଷାରେ ଅନୁବାଦ :

समुद्र का थोड़ा समतल बलुई किनारा।

हम लोग घूमने के लिए चौपाटी गए थे।
चौपाटी

An area of sand sloping down to the water of a sea or lake.

beach