ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଲଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଲଣା   ବିଶେଷ୍ୟ

ଅର୍ଥ : ଗଡ଼ାଯାଉଥିବା କୌଣସି ଗୋଲାକାର ଓ ଲମ୍ବା ପଦାର୍ଥ

ଉଦାହରଣ : ପିଲାମାନେ ରୋଲବାଡ଼ିରେ ଖେଳୁଛନ୍ତି

ସମକକ୍ଷ : ରୋଲବାଡ଼ି, ରୋଲର୍


ଅନ୍ୟ ଭାଷାରେ ଅନୁବାଦ :

कोई गोल और लंबा लुढ़कने वाला पदार्थ।

बच्चे बेलन से खेल रहे हैं।
बेलन

ଅର୍ଥ : କାଠ, ପିତ୍ତଳରେ ତିଆରି ଏହି ଉପକରଣ ଯେଉଁଥିରେ ପୁରିଆଦି ବେଲାଯାଏ

ଉଦାହରଣ : ମା ବେଲଣାରେ ରୁଟି ବେଲୁଛନ୍ତି

ସମକକ୍ଷ : ବେଲଣା ପଟା


ଅନ୍ୟ ଭାଷାରେ ଅନୁବାଦ :

काठ, पीतल आदि का वह उपकरण जिससे रोटी, पूरी आदि बेली जाती है।

माँ बेलन से रोटी बेल रही है।
बेलन, बेलना

Utensil consisting of a cylinder (usually of wood) with a handle at each end. Used to roll out dough.

rolling pin

ଅର୍ଥ : ଲମ୍ବାଳିଆ ଆକାରର ଏକ ଭାରି ଗୋଲ ଖଣ୍ଡ ଯେଉଁଥିରେ କୌଣସି ସ୍ଥାନ ସମତଳ କରାଯାଏ ଅଥବା ଗୋଡ଼ି-ପଥର ଚାପି ସଡ଼କ ତିଆରି କରାଯାଏ

ଉଦାହରଣ : ରୋଲରରେ ଲଗାଯାଇଥିବା ବେଲଣା ସଡ଼କଆଦିକୁ ସମତଳ କରିଥାଏ


ଅନ୍ୟ ଭାଷାରେ ଅନୁବାଦ :

लम्बोतरे आकार का वह भारी गोल खंड जिससे कोई स्थान समतल करते अथवा कंकड़-पत्थर कूटकर सड़कें बनाते हैं।

रोलर में लगा बेलन सड़क आदि को समतल करता है।
बेलन

A grounder that rolls along the infield.

roller