ଅର୍ଥ : ଉପକରଣଆଦିରେ ଲାଗିଥିବା କାଠର ମୁଠା
ଉଦାହରଣ :
କମାର ଖୁରପିରେ ବେଣ୍ଟ ଲଗାଉଥିଲା
ସମକକ୍ଷ : ବେଂଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଙ୍ଗଲୀ ପଶୁ ଶିକାର କରିବାପାଇଁ ପାଟିତୁଣ୍ଡକରି ଘଉଡ଼ାଇବା କ୍ରିୟା ଯାହାଦ୍ୱାରା ଶିକାର ସହଜରେ କରିହୁଏ
ଉଦାହରଣ :
ବେଣ୍ଟ ପରେ ଆଦମଖୋର ବାଘ ମରିଗଲା
ଅନ୍ୟ ଭାଷାରେ ଅନୁବାଦ :
A hunt in which beaters force the game to flee in the direction of the hunter.
battueଅର୍ଥ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
ଉଦାହରଣ :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
ସମକକ୍ଷ : କଡ଼ା
ଅନ୍ୟ ଭାଷାରେ ଅନୁବାଦ :