ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
ଉଦାହରଣ : କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
ସମକକ୍ଷ : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗଳାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पकी हुई फसल के डंठलों में से दाना अलगाने के लिए बैलों से रौंदवाना।
Remove the seeds from.
ସଂସ୍ଥାପନ କରନ୍ତୁ