ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଦ୍ଧିବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଦ୍ଧିବାଦ   ବିଶେଷ୍ୟ

ଅର୍ଥ : ଯେଉଁ ମତବାଦରେ କେବଳ ବୁଦ୍ଧିସଙ୍ଗତ ବା ବୁଝିହେଉଥିବା କଥାକୁ ଗ୍ରହଣ କରାଯାଏ

ଉଦାହରଣ : ବୁଦ୍ଧିବାଦ ବୁଦ୍ଧିର ମହତ୍ତ୍ୱକୁ ପ୍ରତିପାଦନ କରେ


ଅନ୍ୟ ଭାଷାରେ ଅନୁବାଦ :

वह वाद जिसमें केवल बुद्धिसंगत या समझ में आनेवाली बातें मानी जाती हैं।

बुद्धिवाद बुद्धि के महत्व को प्रतिपादित करता है।
बुद्धिवाद

The doctrine that reason is the right basis for regulating conduct.

freethinking, rationalism