ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀମା କିସ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀମା କିସ୍ତି   ବିଶେଷ୍ୟ

ଅର୍ଥ : କୌଣସି ବୀମା ପଲିସି ନିମନ୍ତେ ନିୟମିତ ସମୟ ଅନ୍ତରରେ କିସ୍ତି ଆକାରରେ ପରିଶୋଧ କରା ଯାଉଥିବା ଧନରାଶି

ଉଦାହରଣ : ମୋର ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମର ଗୋଟିଏ ବୀମା କିସ୍ତି ପୂରଣ କରିବାର ଅଛି

ସମକକ୍ଷ : ପ୍ରିମିୟମ


ଅନ୍ୟ ଭାଷାରେ ଅନୁବାଦ :

वह धनराशि जो किसी बीमा पालिसी के लिए एक नियमित समय पर किस्तों में भुगतानित की जाती है।

मुझे अभी भारतीय जीवन बीमा निगम की एक बीमा-किस्त भरनी है।
प्रीमियम, बीमा-किस्त

Payment for insurance.

insurance premium, premium