ଅର୍ଥ : ଯେ ଯଜ୍ଞରେ ଆହୂତି ଦିଅନ୍ତି
ଉଦାହରଣ :
ବୀତହବ୍ୟଙ୍କୁ ପବିତ୍ରତା ପ୍ରତି ପୂର୍ଣ୍ଣ ଧ୍ୟାନ ରଖିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ବୈଦିକ ଋଷି
ଉଦାହରଣ :
ଯୋଗଦ୍ୱାରା ବୀତହବ୍ୟ ଋଷି ନିଜର ପ୍ରାଣ ତ୍ୟାଗ କରିଦେଲେ
ସମକକ୍ଷ : ବୀତହବ୍ୟ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage