ଅର୍ଥ : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
ଉଦାହରଣ :
ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
ସମକକ୍ଷ : ଧମାକା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
ଉଦାହରଣ :
ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
ସମକକ୍ଷ : ବିସ୍ଫୋରଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
ଉଦାହରଣ :
ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ସମକକ୍ଷ : ବିସ୍ଫୋରଣ
ଅନ୍ୟ ଭାଷାରେ ଅନୁବାଦ :