ଅର୍ଥ : ଯେଉଁ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ତାଙ୍କର ପୂଜା କରାଯାଉଛି
ଉଦାହରଣ :
ହରିହର ଦାସ ତାଙ୍କ ଗାଁରେ ଗୋଟିଏ ସୁନ୍ଦର ବିଷ୍ଣୁ ମନ୍ଦିର ନିର୍ମାଣ କରାଇଛନ୍ତି
ସମକକ୍ଷ : ହରି ମନ୍ଦିର
ଅନ୍ୟ ଭାଷାରେ ଅନୁବାଦ :
वह मंदिर जिसमें भगवान विष्णु की मूर्ति स्थापित की गयी हो और उनकी आराधना की जाती हो।
हरिहर दास जी ने अपने गाँव में एक भव्य विष्णु मंदिर का निर्माण कराया है।Place of worship consisting of an edifice for the worship of a deity.
temple