ଅର୍ଥ : ଯେଉଁ ଉପାୟରେ କାମ ତୁରନ୍ତ ହୋଇଯାଏ ବା କୌଣସି କାମ କରିବାର ବିଶେଷ ଢଙ୍ଗ ବା ଉପାୟ
ଉଦାହରଣ :
କୌଣସି ବିଶେଷ ଉପାୟ ବତାଅ ଯେଉଁଥିରେ ଏହି କାମ ଶୀଘ୍ର ହୋଇଯିବ
ଅନ୍ୟ ଭାଷାରେ ଅନୁବାଦ :
वह उपाय जिसमें कोई काम तुरंत हो जाए या कोई काम करने का विशेष ढंग या तरीका।
कोई गुर बताइए जिससे यह काम जल्दी हो जाए।