ଅର୍ଥ : ବାନ୍ତି ଝାଡ଼ାଯୁକ୍ତ ଏକ ଭୟଙ୍କର ସଂକ୍ରାମକ ରୋଗ
ଉଦାହରଣ :
ଆଗକାଳରେ ହଇଜା ବ୍ୟାପିଲେ ଲୋକେ ଗାଁ ଛାଡ଼ି ପଳାଉଥିଲେ କାରଣ ବହୁଲୋକ ଏହି ମହାମାରୀର ଶିକାର ହେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
An acute intestinal infection caused by ingestion of contaminated water or food.
asiatic cholera, cholera, epidemic cholera, indian cholera