ଅର୍ଥ : ଉଦାର ହେବାର ଅବସ୍ଥା ବା ଭାବ
ଉଦାହରଣ :
ସେଠ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭବ୍ୟ ହେବାର ଅବସ୍ଥା, ଗୁଣ, ବା ଭାବ
ଉଦାହରଣ :
ଏହି ରାଜମହଲର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ
ଅନ୍ୟ ଭାଷାରେ ଅନୁବାଦ :
The quality of being magnificent or splendid or grand.
For magnificence and personal service there is the Queen's hotel.ଅର୍ଥ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
ସମକକ୍ଷ : ଦୀର୍ଘତା
ଅନ୍ୟ ଭାଷାରେ ଅନୁବାଦ :
Unusual largeness in size or extent or number.
enormousness, grandness, greatness, immenseness, immensity, sizeableness, vastness, wideness