ଅର୍ଥ : କୌଣସି ଯଜ୍ଞ ଆଦିର ବା କୌଣସି ସନ୍ଥ, ଗୁଣିଆ ଆଦିଙ୍କଦ୍ୱାରା ଦିଆ ଯାଇଥିବା ଯେଉଁ ଭସ୍ମକୁ ମୁଣ୍ଡ ଏବଂ ବାହୁ ଆଦିରେ ଲଗାଯାଏ
ଉଦାହରଣ :
ବେମାର ପିଲା ଦେହରେ ମହାତ୍ମା ବିଭୂତି ଲଗାଇଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାମାୟଣରୁ ମିଳୁଥିବା ଗୋଟିଏ ଦିବ୍ୟାସ୍ତ୍ର
ଉଦାହରଣ :
ବିଶ୍ବାମିତ୍ର ରାମଙ୍କୁ ବିଭୂତି ପ୍ରଦାନ କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :