ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନ୍ଧିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନ୍ଧିବା   କ୍ରିୟାପଦ

ଅର୍ଥ : ଜୋଡ଼ ସ୍ଥାନରେ ଯନ୍ତ୍ରଣା ହେବା

ଉଦାହରଣ : ମୋ ଆଣ୍ଠୁ ବିନ୍ଧୁଛି

ସମକକ୍ଷ : ପୀଡ଼ା ହେବା, ଯନ୍ତ୍ରଣା ହେବା


ଅନ୍ୟ ଭାଷାରେ ଅନୁବାଦ :

जोड़ों में दर्द होना।

मेरे घुटने मचक रहे हैं।
मचकना

ଅର୍ଥ : ମୁଣ୍ଡ ବିନ୍ଧା ହେବା

ଉଦାହରଣ : ଅଧ ଘଣ୍ଟା ହେଲା ମୋ ମୁଣ୍ଡ ବିନ୍ଧୁଛି


ଅନ୍ୟ ଭାଷାରେ ଅନୁବାଦ :

सिर का दर्द करना।

आधे घंटे से मेरा सिर धमक रहा है।
धमकना

ଅର୍ଥ : କୌଣସି ବସ୍ତୁଆଦିକୁ ଏକ ଜିନିଷର ଉପରିସ୍ତରରେ ଜୋରରେ ପ୍ରବେଶ କରାଇବା

ଉଦାହରଣ : ମୋହନ ସୋହନର ପେଟରେ ଚାକୁ ଭୁସିଦେଲା

ସମକକ୍ଷ : କେଞ୍ଚିବା, ପୂରେଇଦେବା, ଭୁସିବା


ଅନ୍ୟ ଭାଷାରେ ଅନୁବାଦ :

किसी वस्तु को किसी स्तर में जोर से गड़ाना।

मोहन ने सोहन के पेट में चाकू घोंप दिया।
घुसाना, घुसेड़ना, घोंपना, धँसाना, पेलना, भोंकना, भौंकना

Poke or thrust abruptly.

He jabbed his finger into her ribs.
dig, jab, poke, prod, stab

ଅର୍ଥ : ରହିରହି କଷ୍ଟଦେବା

ଉଦାହରଣ : ମୋ ଗୋଡ଼ର ଘାଆ ବିନ୍ଧୁଛି

ସମକକ୍ଷ : ପୀଡ଼ାଦେବା, ଯନ୍ତ୍ରଣା ହେବା


ଅନ୍ୟ ଭାଷାରେ ଅନୁବାଦ :

प्रायः मवाद भरे होने के कारण शरीर के किसी अंग में रह-रहकर पीड़ा होना।

मेरे पैर का घाव टीस रहा है।
करकना, कसकना, चबकना, चसकना, चिलकना, टपकना, टहकना, टीसना, ठनकना, डबकना

Be the source of pain.

ache, hurt, smart