ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନିମୟ ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନିମୟ ପତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ର କୌଣସି ଆର୍ଥିକ ଦେଣ ବା ବ୍ୟୟର ସୂଚକ ହୁଏ ଏବଂ ଯାହାଦ୍ୱାରା ନିଜ ନିଜ ମଧ୍ୟରେ ନେବା ଦେବାର ଦର ନିର୍ଣ୍ଣୟ ହୁଏ

ଉଦାହରଣ : ଦୁଇ ଦେଶର ମନ୍ତ୍ରୀମାନେ ବିନିମୟ ପତ୍ରରେ ଦସ୍ତଖତ କଲେ


ଅନ୍ୟ ଭାଷାରେ ଅନୁବାଦ :

वह पत्र जो किसी आर्थिक देन या व्यय का सूचक होता है और जिसके द्वारा आपस में लेन-देन की दर तय होती है।

दोनों देशों के मंत्रियों ने विनिमय-प्रत्रों पर दस्तख़त किए।
विनिमय पत्र, विनिमय-पत्र