ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଧାନ ପରିଷଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଧାନ ପରିଷଦ   ବିଶେଷ୍ୟ

ଅର୍ଥ : କେତୋଟି ଭାରତୀୟ ରାଜ୍ୟରେ ଲୋକତନ୍ତ୍ରର ଗୋଟିଏ ପ୍ରତିନିଧିସଭା ଯାହାର ସଦସ୍ୟ ଅପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା ମନୋନୀତ ହୋଇଥାନ୍ତି ତଥା କିଛି ସଦସ୍ୟ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ କରାଯାଇଥାନ୍ତି

ଉଦାହରଣ : ବିଧାନ ପରିଷଦ ବିଧାନମଣ୍ଡଳର ଅଙ୍ଗ ଯାହାର ସଦସ୍ୟସମୂହଙ୍କ କାର୍ଯ୍ୟକାଳ ଛଅ ବର୍ଷ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

कुछ भारतीय राज्यों में लोकतंत्र की एक प्रतिनिधि सभा जिसके सदस्य अप्रत्यक्ष चुनाव के द्वारा चुने जाते हैं तथा कुछ सदस्य राज्यपाल के द्वारा मनोनित किए जाते हैं।

विधान परिषद् विधानमंडल का अंग है जिसके सदस्यों का कार्यकाल छह वर्षों का होता है।
विधान परिषद, विधान परिषद्, विधान-परिषद, विधान-परिषद्

A unicameral legislature.

legislative council

ଅର୍ଥ : ଦେଶପାଇଁ ନୂଆ ବିଧାନ ତିଆରି କରିବା ଏବଂ ପୁରୁଣା ବିଧାନଗୁଡ଼ିକୁ ସଂଶୋଧନ କରିବାର ସଭା ବା ପରିଷଦ

ଉଦାହରଣ : ଅଖିଳର ବାପା ବିଧାନ ପରିଷଦର ସଦସ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह सभा या परिषद् जो देश के लिए नये विधान बनाती और पुराने विधानों में संशोधन आदि करती है।

राम के पिताजी विधान परिषद के सदस्य हैं।
विधान-परिषद, विधान-परिषद्, विधानपरिषद, विधानपरिषद्

A unicameral legislature.

legislative council