ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦ୍ୟାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦ୍ୟାଳୟ   ବିଶେଷ୍ୟ

ଅର୍ଥ : ଯେଉଁ ସମୟ ମଧ୍ୟରେ କୌଣସି ସ୍କୁଲରେ ପଢ଼ାପଢ଼ି କାର୍ଯ୍ୟ ଚାଲେ

ଉଦାହରଣ : ସ୍କୁଲ୍ ପରେ ଆମେ ସିଧା ଘରକୁ ଯିବୁ ମୋର ସ୍କୁଲ୍‌ ଚାରିଟା ଯାଏଁ

ସମକକ୍ଷ : ସ୍କୁଲ୍


ଅନ୍ୟ ଭାଷାରେ ଅନୁବାଦ :

वह समयावधि जिसमें किसी स्कूल में पठन-पाठन आदि कार्य होते हैं।

स्कूल के बाद हम सीधे घर जाएँगे।
मेरा स्कूल चार बजे तक ही है।
विद्यालय, स्कूल

ଅର୍ଥ : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ

ଉଦାହରଣ : ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ

ସମକକ୍ଷ : ପାଠଶାଳା, ସ୍କୁଲ୍


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ प्राथमिक, माध्यमिक या उच्च माध्यमिक स्तर की औपचारिक शिक्षा दी जाती है।

इस विद्यालय में एक से पाँचवीं तक की शिक्षा दी जाती है।
पाठशाला, पाठालय, विद्यालय, शाला, स्कूल

A building where young people receive education.

The school was built in 1932.
He walked to school every morning.
school, schoolhouse

ଅର୍ଥ : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ

ଉଦାହରଣ : ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା

ସମକକ୍ଷ : ସ୍କୁଲ୍


ଅନ୍ୟ ଭାଷାରେ ଅନୁବାଦ :

किसी शैक्षिक संस्था के शिक्षक और विद्यार्थी आदि।

पंद्रह अगस्त को पूरे विद्यालय ने खेलकूद में हिस्सा लिया।
विद्यालय, स्कूल

An educational institution's faculty and students.

The school keeps parents informed.
The whole school turned out for the game.
school

ଅର୍ଥ : ସୃଜନାତ୍ମକ କଳାକାର ବା ରଚନାକାର ବା ବିଚାରକମାନଙ୍କ ସମୂହର ଯେଉଁ ଶୈଳୀ ସମାନ ହୋଇଥାଏ ବା ଯାହା ସମାନ ଗୁରୁମାନଙ୍କ ସହିତ ସମ୍ବନ୍ଧିତ ହୋଇଥାଏ

ଉଦାହରଣ : ପତଞ୍ଜଳି ପାଣିନୀ ସ୍କୁଲର ଜଣେ ମହାନ ବୈୟାକରଣ ଥିଲେ

ସମକକ୍ଷ : ସ୍କୁଲ


ଅନ୍ୟ ଭାଷାରେ ଅନୁବାଦ :

सृजनात्मक कलाकारों या रचनाकारों या विचारकों का वह समूह जिनकी शैली समान हो या जो समान गुरुओं से संबद्ध हों।

पतंजलि पाणिनि स्कूल के एक महान वैयाकरण थे।
विद्यालय, स्कूल

A body of creative artists or writers or thinkers linked by a similar style or by similar teachers.

The Venetian school of painting.
school

ଅର୍ଥ : ଯେଉଁ ସ୍ଥାନରେ ବିଦ୍ୟାପ୍ରଦାନ କରାଯାଏ

ଉଦାହରଣ : ଆମ ବିଦ୍ୟାଳୟରେ ବାରଟି କକ୍ଷ ଅଛି

ସମକକ୍ଷ : ବିଦ୍ୟାପୀଠ, ଶିକ୍ଷାଳୟ, ଶିକ୍ଷାୟତନ୍‌ ସ୍କୁଲ୍


ଅନ୍ୟ ଭାଷାରେ ଅନୁବାଦ :

वह जगह जहाँ शिक्षा दी जाती हो।

प्राचीन शिक्षणालयों की मरम्मत की जा रही है।
शिक्षण संस्था, शिक्षण संस्थान, शिक्षणालय, शिक्षालय

An educational institution.

The school was founded in 1900.
school

ଅର୍ଥ : ଏକ ଶୈକ୍ଷିକ ସଂସ୍ଥା ବା ଶିକ୍ଷା ଦେଉଥିବା ସଂସ୍ଥା

ଉଦାହରଣ : ଏହି ବିଦ୍ୟାଳୟର ସ୍ଥାପନା ଚାରି ବର୍ଷ ପୂର୍ବେ ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

एक शैक्षिक संस्था या शिक्षा देने वाली संस्था।

इस शिक्षणालय की स्थापना चार साल पहले हुई थी।
शिक्षण संस्था, शिक्षण संस्थान, शिक्षणालय, शिक्षालय

An educational institution.

The school was founded in 1900.
school