ଅର୍ଥ : ଚାରିଦିଗମାନଙ୍କ ମଝିର ପ୍ରତ୍ୟେକ କୋଣ
ଉଦାହରଣ :
ଉପଦିଗମାନଙ୍କ ସଂଖ୍ୟା ଚାରି
ସମକକ୍ଷ : ଅନ୍ତର୍ଦିଗ, ଅନ୍ତର୍ଦିଶା, ଉପଦିଗ, ଉପଦିଶା, ବିଦିକ୍, ବିଦିଗ
ଅନ୍ୟ ଭାଷାରେ ଅନୁବାଦ :
The spatial relation between something and the course along which it points or moves.
He checked the direction and velocity of the wind.ଅର୍ଥ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ବିଦିଶା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବିଦିଶାରେ ଅବସ୍ଥିତ
ସମକକ୍ଷ : ବିଦିଶା ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के मध्य प्रदेश राज्य का एक जिला।
विदिशा जिले का मुख्यालय विदिशा में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ମଧ୍ୟ ପ୍ରଦେଶର ଏକ ସହର
ଉଦାହରଣ :
ଆଜି ବିଦିଶାର ମହାବିଦ୍ୟାଳୟରେ ଦୀକ୍ଷାନ୍ତ ସମାରୋହ ହେଉଛି
ସମକକ୍ଷ : ବିଦିଶା ସହର
ଅନ୍ୟ ଭାଷାରେ ଅନୁବାଦ :
भारत के मध्य प्रदेश राज्य का एक शहर।
आज विदिशा के महाविद्यालय में दीक्षांत समारोह है।