ଅର୍ଥ : ବାରିକ, ଧୋବା ଇତ୍ୟାଦି ବିବାହ ଆଦି ମଙ୍ଗଳ ଅବସରରେ ନେଉଥିବା ପାଉଣା
ଉଦାହରଣ :
ଶ୍ୟାମାର ଶାଶୁଘରଲୋକ ବିଦାକି ଦେବାପାଇଁ ଭଲଭଲ ଶାଢ଼ୀ ଆଣିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
नाई, धोबी आदि जो विवाह आदि मंगल अवसरों पर नेग लेते हैं।
श्यामा के ससुराल वाले पौनियों को देने के लिए अच्छी-अच्छी साड़ियाँ लाए हैं।
पवनी,
पौनी