ଅର୍ଥ : ବିଛାଇବା ବା ବିସ୍ତାର କରିବାର ମଜୁରି
ଉଦାହରଣ :
ସେ ସମାରୋହରେ ପଚାଶଟି ଖଟିଆର ବିଛାଇବା ମଜୁରୀ ପଚାଶ ଟଙ୍କା ମାଗୁଛି
ସମକକ୍ଷ : ବିଛାଇବା ମଜୁରୀ, ବିଛାଇବା ମୂଲ, ବିଛେଇବା ମଜୁରୀ
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.