ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତର୍କ କରାହୋଇଥିବା
ଉଦାହରଣ : ବିସଂବାଦିତ ସମସ୍ୟାଗୁଡ଼ିକର ଶୀଘ୍ର ହିଁ ସମାଧାନ ହେବା ଉଚିତ
ସମକକ୍ଷ : ଆଲୋଚିତ, ତର୍କିତ, ବିସଂବାଦିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
तर्क किया हुआ।
ଅର୍ଥ : ଯାହା ବିଚାରପାଇଁ ଯୋଗ୍ୟ
ଉଦାହରଣ : ଏହା ଏକ ବିଚାରଯୋଗ୍ୟ ପ୍ରସ୍ତାବ
ସମକକ୍ଷ : ବିଚାରଣୀୟ, ବିଚାରଯୋଗ୍ୟ, ବିଚାରାଧୀନ, ବିଚାର୍ୟ
जो विचार करने के योग्य हो।
ଅର୍ଥ : ଯାହା ଉପରେ ବିଚାରହୋଇଛି କିମ୍ବା କରାଯାଉଛି
ଉଦାହରଣ : ଏହି ମାମଲା ଆମଦ୍ୱାରା ବିଚାରିତ, ତେଣୁ ଏହାଉପରେ ପୁଣିଥରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ
ସମକକ୍ଷ : ବିମର୍ଶିତ
जिस पर विचार हुआ या किया गया हो।
ସଂସ୍ଥାପନ କରନ୍ତୁ