ଅର୍ଥ : ଏପାଖ ସେପାଖ ପଡ଼ିଥିବା ବା ଛିନ୍ ଛତର ହୋଇଥିବା
ଉଦାହରଣ :
ପକ୍ଷୀ ଭୂମି ଉପରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଶସ୍ୟ ଖୁଣ୍ଟୁଥିଲେ
ସମକକ୍ଷ : ଇଆଡ଼େସିଆଡ଼େ ପଡ଼ିଥିବା, ଛିନ୍ଛତରହୋଇ, ବିକୀର୍ଣ୍ଣ, ବୁଣିହୋଇପଡ଼ିଥିବା
ଅନ୍ୟ ଭାଷାରେ ଅନୁବାଦ :
Occurring or distributed over widely spaced and irregular intervals in time or space.
Scattered showers.