ଅର୍ଥ : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
ଉଦାହରଣ :
କୃଷକଟି ଖେତରେ ମଞ୍ଜି ବୁଣୁଛି
ସମକକ୍ଷ :
ଛାଟିବା, ବପନକରିବା, ବୁଣିବା
ଅନ୍ୟ ଭାଷାରେ ଅନୁବାଦ :
हाथ द्वारा खेत में बीजों को छितराकर या फेंककर बोना।
किसान खेत में बीज पँवार रहा है।
पँवारना,
पवेरना
Sow by scattering.
Scatter seeds.
scatter