ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜ ଉପରେ ବା ନିଜ ସହିତ ରଖି ବା ନେଇଯାଇ କୌଣସି ସ୍ଥାନରେ ପହଁଞ୍ଚାଇବା ଶକ୍ତି
ଉଦାହରଣ : ରକ୍ତବାହିକା ନଳିଗୁଡ଼ିକ ହୃଦୟକୁ ରକ୍ତଆଣିବା ବା ନେଇଯିବା କାମ କରନ୍ତି
ସମକକ୍ଷ : ବାହିକା
ଅର୍ଥ : ବୋଝ ବୋହୁଥିବା ବା ନେଉଥିବା
ଉଦାହରଣ : ଗଧ, ଓଟ, ବଳଦ ଆଦି ପଶୁ ଭାର ବାହକ ଜୀବାଣୁ ହିଁ ରୋଗର ବାହକ
ସମକକ୍ଷ : ବହନକାରୀ, ବାହକ
ଅନ୍ୟ ଭାଷାରେ ଅନୁବାଦ :हिन्दी
ढोने वाला या ले जाने वाला।
ସଂସ୍ଥାପନ କରନ୍ତୁ