ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହିକା   ବିଶେଷଣ

ଅର୍ଥ : ନିଜ ଉପରେ ବା ନିଜ ସହିତ ରଖି ବା ନେଇଯାଇ କୌଣସି ସ୍ଥାନରେ ପହଁଞ୍ଚାଇବା ଶକ୍ତି

ଉଦାହରଣ : ରକ୍ତବାହିକା ନଳିଗୁଡ଼ିକ ହୃଦୟକୁ ରକ୍ତଆଣିବା ବା ନେଇଯିବା କାମ କରନ୍ତି

ସମକକ୍ଷ : ବାହୀ