ଅର୍ଥ : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
ଉଦାହରଣ :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
ସମକକ୍ଷ : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପାଳ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦାମୋଦର, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ନାରାୟଣ, ପୀତବାସ, ବଂଶୀଧର, ବନମାଳୀ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ, ହରି
ଅନ୍ୟ ଭାଷାରେ ଅନୁବାଦ :
यदुवंशी वसुदेव के पुत्र जो विष्णु के मुख्य अवतारों में से एक हैं।
सूरदास कृष्ण के परम भक्त थे।8th and most important avatar of Vishnu. Incarnated as a handsome young man playing a flute.
krishnaଅର୍ଥ : ଏକ ଉପନିଷଦ
ଉଦାହରଣ :
ବାସୁଦେବ ଉପନିଷଦ ସାମବେଦସହିତ ସମ୍ବନ୍ଧିତ
ସମକକ୍ଷ : ବାସୁଦେବ ଉପନିଷଦ, ବାସୁଦେବୋପନିଷଦ
ଅନ୍ୟ ଭାଷାରେ ଅନୁବାଦ :
एक उपनिषद्।
वासुदेव उपनिषद् साम वेद से संबंधित है।A later sacred text of Hinduism of a mystical nature dealing with metaphysical questions.
The Vedanta philosophy developed from the pantheistic views of the Upanishads.ଅର୍ଥ : ହିନ୍ଦୁମାନଙ୍କର ଜଣେ ପ୍ରମୁଖ ଦେବତା ଯାହାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି ବିଚାରକରାଯାଏ
ଉଦାହରଣ :
ରାମ ଓ କୃଷ୍ଣ ବିଷ୍ଣୁଙ୍କର ଅବତାର
ସମକକ୍ଷ : କମଳପତି, କମଳାକାନ୍ତ, କମଳେଶ, ଚକ୍ରଧର, ଚକ୍ରପାଣି, ଜଗଦୀଶ, ଜନାର୍ଦନ, ନାରାୟଣ, ପୁଣ୍ଡରୀକାକ୍ଷ, ବିଷ୍ଣୁ, ମହେନ୍ଦ୍ର, ରମାପତି, ରମେଶ, ଶାରଙ୍ଗପାଣି, ଶ୍ରୀକାନ୍ତ, ଶ୍ରୀନିବାସ, ହରି
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के एक प्रमुख देवता जो सृष्टि का पालन करने वाले माने जाते हैं।
राम और कृष्ण विष्णु के ही अवतार हैं।The sustainer. A Hindu divinity worshipped as the preserver of worlds.
vishnu