ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଲ୍ୟକାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଲ୍ୟକାଳ   ବିଶେଷ୍ୟ

ଅର୍ଥ : ଶୈଶବାବସ୍ଥା ଓ ଯୁବାବସ୍ଥାର ମଧ୍ୟବର୍ତ୍ତୀ ଅବସ୍ଥା

ଉଦାହରଣ : ଶ୍ୟାମର ବାଲ୍ୟକାଳ ତାର ଆଈଘରେ କଟିଲା

ସମକକ୍ଷ : ପିଲାଦିନ


ଅନ୍ୟ ଭାଷାରେ ଅନୁବାଦ :

शैशव और युवा होने के बीच का समय।

श्याम का बाल्यकाल अपने ननिहाल में बीता।
बचपन, बालपन, बालावस्था, बाल्यकाल, लड़कपन

The time of person's life when they are a child.

childhood

ଅର୍ଥ : ଶିଶୁ ସମୟର ଅବସ୍ଥା

ଉଦାହରଣ : ତାର ଶୈଶବ ଭାରି କଷ୍ଟରେ ବିତିଛି

ସମକକ୍ଷ : ପିଲାଦିନ, ଶୈଶବ


ଅନ୍ୟ ଭାଷାରେ ଅନୁବାଦ :

वह समय जब तक कोई शिशु होता है।

उसका बचपन बहुत कठिनाई में बीता।
बचपन, शैशव

The time of person's life when they are a child.

childhood