ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଲତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଲତି   ବିଶେଷ୍ୟ

ଅର୍ଥ : ପାଣି ଭର୍ତ୍ତି କରିବାପାଇଁ ଧାତୁଆଦିର ଏକ ପ୍ରକାର ପାତ୍ର ଯେଉଁଥିରେ ଗୋଟିଏ ହ୍ୟାଣ୍ଡେଲ୍ ଲାଗିଥାଏ

ଉଦାହରଣ : ଶ୍ୟାମ ଗୋଟିଏ ବାଲ୍ଟି ପାଣିରେ ଗାଧୋଇ ନିଏ

ସମକକ୍ଷ : ବାଲ୍ଟି


ଅନ୍ୟ ଭାଷାରେ ଅନୁବାଦ :

पानी भरने के लिए धातु आदि की एक प्रकार की डोलची जिसमें एक टँगना लगा रहता है।

श्याम एक बाल्टी पानी में नहा लेता है।
बालटी, बाल्टी

A roughly cylindrical vessel that is open at the top.

bucket, pail

ଅର୍ଥ : କୂଅ ଆଦିରୁ ପାଣି ବାହାର କରିବାପାଇଁ ଲୁହାନିର୍ମିତ ଏକ ଗୋଲ ପାତ୍ର

ଉଦାହରଣ : ପାଣି ପୂରାଇବା ସମୟରେ ଦଉଡ଼ି ଛିଡ଼ିଗଲା ଏବଂ କୂଅରେ ବାଲତି ପଡ଼ିଗଲା


ଅନ୍ୟ ଭାଷାରେ ଅନୁବାଦ :

लोहे का एक गोल पात्र जिससे कुएँ आदि से पानी निकालते हैं।

पानी भरते समय रस्सी टूट गयी और डोल कुएँ में गिर गया।
डोल