ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରୁଦ ଗୋଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରୁଦ ଗୋଳା   ବିଶେଷ୍ୟ

ଅର୍ଥ : ଲୁହା, ବାରୁଦଆଦିରେ ତିଆରି ଗୋଲ ପିଣ୍ଡ ଯାହାକୁ ତୋପରେ ଭର୍ତ୍ତିକରି ଶତ୍ରୁମାନଙ୍କ ଉପରକୁ ଫୋପଡ଼ାଯାଏ

ଉଦାହରଣ : ସେନାଦଳ ଦୁର୍ଗକୁ କବ୍‌ଜା କରିବାପାଇଁ କେତେ ଟନ୍‌ ବାରୁଦ ଗୋଳା ଖର୍ଚ୍ଚ କଲେ


ଅନ୍ୟ ଭାଷାରେ ଅନୁବାଦ :

लोहे, बारूद आदि का वह गोल पिंड जिसे प्रक्षेपास्त्रों में भरकर या हाथों से शत्रुओं पर फेंकते हैं।

सेना ने किले पर फतह पाने के लिए कई टन बारूद गोला ख़र्च किये।
बारूद गोला, बारूद-गोला, बारूदगोला

A small explosive bomb thrown by hand or fired from a missile.

grenade