ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରୁଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରୁଣୀ   ବିଶେଷ୍ୟ

ଅର୍ଥ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ମଦ୍ୟ

ଉଦାହରଣ : ସମୁଦ୍ରରୁ ବାହାରିଥିବା ଚଉଦ ରତ୍ନ ମଧ୍ୟରେ ବାରୁଣୀର ଗଣନା କରାଯାଏଅସୁରମାନେ ସର୍ବପ୍ରଥମେ ବାରୁଣୀ ପାନ କରିଥିଲେ

ସମକକ୍ଷ : ସୁରା


ଅନ୍ୟ ଭାଷାରେ ଅନୁବାଦ :

वह मदिरा जो समुद्र मंथन के समय निकली थी।

वारुणी की गणना समुद्र से निकले चौदह रत्नों में होती है।
सर्वप्रथम असुरों ने वारुणी का पान किया।
वारुणी, सुरा