ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରିକାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରିକାଣୀ   ବିଶେଷ୍ୟ

ଅର୍ଥ : ବାରିକ ଜାତିର ସ୍ତ୍ରୀ

ଉଦାହରଣ : ବାରିକାଣୀ ବର ବଧୂଙ୍କ ଲୁଗା ଗଣ୍ଠି ଯୋଡ଼ୁଛି


ଅନ୍ୟ ଭାଷାରେ ଅନୁବାଦ :

हजाम जाति की स्त्री।

हमारी प्राध्यापिका हजामिन है।
नाईन, नाउन, हजामिन

ଅର୍ଥ : ବାରିକର ପତ୍ନୀ

ଉଦାହରଣ : ବାରିକାଣୀ ବୋହୂକୁ ହଳଦୀ ଲଗାଇ ଦେଉଛି


ଅନ୍ୟ ଭାଷାରେ ଅନୁବାଦ :

नाई या हजाम की पत्नी।

हजामिन वधू को बुकुआ लगा रही है।
नाइन, नाउन, हजामिन

A married woman. A man's partner in marriage.

married woman, wife