ଅର୍ଥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ଉଦାହରଣ :
ଏହି ରାସ୍ତା ଅବରୋଧହୀନ
ସମକକ୍ଷ : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ
ଅନ୍ୟ ଭାଷାରେ ଅନୁବାଦ :
जिसमें अवरोध न हो या बिना अवरोध का।
यह मार्ग अवरोधहीन है।ଅର୍ଥ : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ଉଦାହରଣ :
ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
ସମକକ୍ଷ : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ଯଥେଚ୍ଛାଚାରୀ, ସ୍ୱଚ୍ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।