ଅର୍ଥ : ଗୋଟିଏ ପ୍ରକାର ଉଡ଼ା ସ୍ତନ୍ୟପାୟୀ ଜନ୍ତୁ ଯାହାର ପାଦ ଜାଲିଜାଲି ହୋଇଥାଏ
ଉଦାହରଣ :
ବାଦୁଡ଼ିକୁ ଦିନରେ ଦେଖାଯାଏ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Nocturnal mouselike mammal with forelimbs modified to form membranous wings and anatomical adaptations for echolocation by which they navigate.
bat, chiropteran