ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଚାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଚାଳ   ବିଶେଷ୍ୟ

ଅର୍ଥ : ବହୁତ କଥା କହୁଥିବା ବ୍ୟକ୍ତି

ଉଦାହରଣ : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ

ସମକକ୍ଷ : ଅତିଭାଷୀ, କୁହାଳିଆ


ଅନ୍ୟ ଭାଷାରେ ଅନୁବାଦ :

बहुत बोलने वाला व्यक्ति।

बातूनियों के बीच में चुप रहना ही ठीक है।
अतिभाषी, बातूनी, वाचाल

A boring person who talks a great deal about uninteresting topics.

gasbag, windbag

ବାଚାଳ   ବିଶେଷଣ

ଅର୍ଥ : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ

ଉଦାହରଣ : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ

ସମକକ୍ଷ : ପାଗଳ, ବାଇଆ


ଅନ୍ୟ ଭାଷାରେ ଅନୁବାଦ :

क्रोध,प्रेम आदि के कारण जो आपे में न हो।

क्रोध में पागल व्यक्ति कुछ भी कर सकता है।
पागल, बावरा, बावला, बौरा

ଅର୍ଥ : ବହୁତ କହିବାବାଲା

ଉଦାହରଣ : ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍‌ଭ ହୋଇପାରେ

ସମକକ୍ଷ : ଅତିକୁହା, ପ୍ରଗଳ୍‌ଭ, ବହୁବୋଲା, ବାତୁଳ, ବାତୁଳି


ଅନ୍ୟ ଭାଷାରେ ଅନୁବାଦ :

बहुत बोलने वाला।

बातूनी बच्चों से अध्यापिका परेशान हैं।
अतिभाषी, अमूक, बातूनी, मुखर, वाक् चपल, वाक्चपल, वाचाल

Full of trivial conversation.

Kept from her housework by gabby neighbors.
chatty, gabby, garrulous, loquacious, talkative, talky