ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଙ୍କିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଙ୍କିଆ   ବିଶେଷ୍ୟ

ଅର୍ଥ : ଫସଲକୁ କ୍ଷତି ପହଞ୍ଚାଉଥିବା ଏକ ପୋକ

ଉଦାହରଣ : ବାଙ୍କିଆ ପୋକ ମୁଖ୍ୟତଃ ଧାନ ଫସଲର କ୍ଷତି କରେ

ସମକକ୍ଷ : ବାଙ୍କିଆ ପୋକ


ଅନ୍ୟ ଭାଷାରେ ଅନୁବାଦ :

एक कीट जो फसल के लिए हानिकारक होता है।

बाँका विशेषकर धान की फसल को हानि पहुँचाता है।
कटवाँ, कटुआ, कटुआँ, बाँका, बांका

ଅର୍ଥ : ଶଗଡ଼ର ଅଖତଳେ ଲାଗିଥିବା କାଠ

ଉଦାହରଣ : ଶଗଡ଼ର ବାଙ୍କିଆକାଠ ଢିଲା ହୋଇଯାଇଛି

ସମକକ୍ଷ : ବାଙ୍କିଆକାଠ


ଅନ୍ୟ ଭାଷାରେ ଅନୁବାଦ :

छकड़े में धुरे के नीचे आड़ी लगी हुई लकड़ी।

इस छकड़े का बाँकड़ा ढीला हो गया है।
बाँकड़ा

ଅର୍ଥ : ଲୁହାରେ ତିଆରି ଏକ ହତିଆର

ଉଦାହରଣ : ସେ ହାତରେ ବାଙ୍କିଆ ଧରି ଜଙ୍ଗଲକୁ ଯାଉଥିଲା


ଅନ୍ୟ ଭାଷାରେ ଅନୁବାଦ :

एक प्रकार का लोहे का हथियार।

वह हाथ में बाँका लिए जंगल की ओर जा रहा था।
बाँका, बांका

A cutting or thrusting weapon that has a long metal blade and a hilt with a hand guard.

blade, brand, steel, sword

ଅର୍ଥ : ଗୋଟିଏ ପ୍ରକାର ଚୁଡ଼ି

ଉଦାହରଣ : ବାଙ୍କିଆ ଚଉଡ଼ା ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की चूड़ी।

बाँक चौड़ी होती है।
बाँक

ଅର୍ଥ : ଏକ ପ୍ରକାର ଅଳଙ୍କାର

ଉଦାହରଣ : ବାହୁରେ ବାଙ୍କିଆ ପିନ୍ଧାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का आभूषण।

बाँक बाँह पर पहनी जाती है।
बाँक

ଅର୍ଥ : ଗୁଆକାତି ସଦୃଶ ଏକ ଉପକରଣ

ଉଦାହରଣ : ବାଙ୍କିଆରେ ଆଖୁ ଛେଲାଯାଏ

ସମକକ୍ଷ : ହଂସୁଆ


ଅନ୍ୟ ଭାଷାରେ ଅନୁବାଦ :

सरौते की तरह का एक उपकरण।

बाँक से गन्ना छीलते हैं।
बाँक

ଅର୍ଥ : ଏକ ପ୍ରକାର ପାଦ ଅଳଙ୍କାର

ଉଦାହରଣ : ଶୀଲା ବାଙ୍କିଆ ପିନ୍ଧିଛି


ଅନ୍ୟ ଭାଷାରେ ଅନୁବାଦ :

एक पदाभूषण।

शीला बाँक पहनी हुई है।
बाँक