ଅର୍ଥ : ବିରାଡ଼ି ଜାତିର ଏକ ବହୁତ ବଡ଼ ଓ ଭୟଙ୍କର ହିଂସ୍ର ଜନ୍ତୁ
ଉଦାହରଣ :
ଶିକାରୀର ସଫଳ ନିଶାଣ ବାଘକୁ ଘାଏଲ କରିଦେଲା
ଅନ୍ୟ ଭାଷାରେ ଅନୁବାଦ :
Large feline of forests in most of Asia having a tawny coat with black stripes. Endangered.
panthera tigris, tigerଅର୍ଥ : ବାଘର ପୁରୁଷ
ଉଦାହରଣ :
ଏହି ଚିଡ଼ିଆଘରେ ଦୁଇଟି ଅଣ୍ଡିରାବାଘ ଏବଂ ଗୋଟିଏ ମାଈବାଘ ଅଛନ୍ତି
ସମକକ୍ଷ : ଅଣ୍ଡିରାବାଘ
ଅନ୍ୟ ଭାଷାରେ ଅନୁବାଦ :
Large feline of forests in most of Asia having a tawny coat with black stripes. Endangered.
panthera tigris, tiger