ଅର୍ଥ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
ଉଦାହରଣ :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
ଅନ୍ୟ ଭାଷାରେ ଅନୁବାଦ :
Money or goods or services owed by one person to another.
debtଅର୍ଥ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
ଉଦାହରଣ :
ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।ଅର୍ଥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
ଉଦାହରଣ :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
ସମକକ୍ଷ : ଦେୟ, ପାଉଣା, ପ୍ରାପ୍ୟ ଧନ
ଅନ୍ୟ ଭାଷାରେ ଅନୁବାଦ :
A payment that is due (e.g., as the price of membership).
The society dropped him for non-payment of dues.ଅର୍ଥ : ଯାହା ସମାପ୍ତ ହେଇନାହିଁ
ଉଦାହରଣ :
ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
ସମକକ୍ଷ : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
ଉଦାହରଣ :
ବଳକା ଖାଇବା ଘୋଡ଼େଇକି ରଖିଦିଅ
ଅନ୍ୟ ଭାଷାରେ ଅନୁବାଦ :