ଅର୍ଥ : ପାଗଳମାନଙ୍କ ଭଳି କୁହାଯାଉଥିବା ବ୍ୟର୍ଥ କଥା
ଉଦାହରଣ :
ଅଧିକ ଜ୍ୱର ଯୋଗୁଁ ସେ ପ୍ରଳାପ କରୁଥିଲା ଅତ୍ୟଧିକ ଜ୍ୱର ଯୋଗୁଁ ସେ ବାଉଳିଚାଉଳି ହେଉଥିଲା
ସମକକ୍ଷ : ପ୍ରଳାପ, ବାଉଳେଇ ଚାଉଳେଇ
ଅନ୍ୟ ଭାଷାରେ ଅନୁବାଦ :
Nonsensical talk or writing.
applesauce, codswallop, folderol, rubbish, trash, tripe, trumpery, wish-wash