ଅର୍ଥ : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
ଉଦାହରଣ :
ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
ସମକକ୍ଷ : ବେଣୁ
ଅନ୍ୟ ଭାଷାରେ ଅନୁବାଦ :
Woody tropical grass having hollow woody stems. Mature canes used for construction and furniture.
bambooଅର୍ଥ : ଏକ ପ୍ରକାର ମସୃଣ ପତଳା ବାଉଁଶ
ଉଦାହରଣ :
ବାଉଁଶରୁ କାଗଜ ତିଆରି ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :