ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଁଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଁଦା   ବିଶେଷ୍ୟ

ଅର୍ଥ : କୌଣସି ଗଛ ଉପରେ ଉଠିଥିବା ଅନ୍ୟ ଗଛଲତା

ଉଦାହରଣ : ଓସ୍ତ ଗଛ ଉପରିସ୍ଥ ବାଁଦା ଗଛ ବଡ଼ ହୋଇଗଲାଣି

ସମକକ୍ଷ : ବାଁଦା ଗଛ


ଅନ୍ୟ ଭାଷାରେ ଅନୁବାଦ :

किसी वृक्ष पर उगी हुई दूसरी वनस्पति।

पीपल पर का बाँदा बड़ा हो गया है।
बाँदा, बांदा

ଅର୍ଥ : ଉତ୍ତର ପ୍ରଦେଶର ଏକ ଜିଲ୍ଲା

ଉଦାହରଣ : ବାଁଦା ଜିଲ୍ଲାର ରାଜାପୁର୍ ଗାଆଁରେ ତୁଳସୀଦାସଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ବାଁଦା ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

भारत के उत्तर प्रदेश राज्य का एक जिला।

तुलसीदास जी का जन्म बाँदा जिले के राजापुर गाँव में हुआ था।
बाँदा, बाँदा ज़िला, बाँदा जिला, बांदा, बांदा ज़िला, बांदा जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଉତ୍ତର ପ୍ରଦେଶର ଏକ ସହର

ଉଦାହରଣ : ଏହି ରାସ୍ତା ବାନ୍ଦା ପର୍ଯ୍ୟନ୍ତ ଯାଇଛି

ସମକକ୍ଷ : ବାଁଦା ସହର, ବାନ୍ଦା, ବାନ୍ଦା ସହର


ଅନ୍ୟ ଭାଷାରେ ଅନୁବାଦ :

भारत के उत्तर प्रदेश राज्य का एक शहर।

यह मार्ग बाँदा पहुँचाता है।
बाँदा, बाँदा शहर, बांदा, बांदा शहर