ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହୁବଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହୁବଚନ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ଏକରୁ ଅଧିକ ବ୍ୟକ୍ତି ବା ବସ୍ତୁଗୁଡ଼ିକୁ ବୁଝାଉଥିବା ବଚନ

ଉଦାହରଣ : ପୁସ୍ତକାଳୟରେ ପୁସ୍ତକଗୁଡ଼ିକ ସଜ୍ଜିତ ହୋଇଅଛି- ଏହି ବାକ୍ୟରେ ପୁସ୍ତକଗୁଡ଼ିକ ବହୁବଚନ


ଅନ୍ୟ ଭାଷାରେ ଅନୁବାଦ :

व्याकरण में वह वचन जिससे एक से अधिक का बोध हो।

पुस्तकें पुस्तक का बहुवचन है।
बहुवचन

The form of a word that is used to denote more than one.

plural, plural form