ଅର୍ଥ : ଚତୁର୍ବିଂଶତମ କିମ୍ବା ଅନ୍ତିମ ଜୈନ ତୀର୍ଥଙ୍କର
ଉଦାହରଣ :
ମହାବୀରଙ୍କ ପିଲାଦିନର ନାଁ ବର୍ଦ୍ଧମାନ ଥିଲା
ସମକକ୍ଷ : ମହାବୀର
ଅନ୍ୟ ଭାଷାରେ ଅନୁବାଦ :
चौबीसवें और अन्तिम जैन तीर्थंकर।
महावीर के बचपन का नाम वर्धमान था।ଅର୍ଥ : ପଶ୍ଚିମ ବଙ୍ଗର ଏକ ସହର
ଉଦାହରଣ :
ସେମାନେ ବର୍ଦ୍ଧମାନରେ କୋଡ଼ିଏ ବର୍ଷହେଲା ରହିଲେଣି
ସମକକ୍ଷ : ବର୍ଦ୍ଧମାନ ସହର
ଅନ୍ୟ ଭାଷାରେ ଅନୁବାଦ :
भारत के पश्चिम बंगाल राज्य का एक शहर।
उन्हें बर्धमान में रहते बीस साल हो गए हैं।ଅର୍ଥ : ପଶ୍ଚିମ ବଙ୍ଗର ଏକ ଜିଲ୍ଲା
ଉଦାହରଣ :
ବର୍ଦ୍ଧମାନ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବର୍ଦ୍ଧମାନ ସହରରେ ଅବସ୍ଥିତ
ସମକକ୍ଷ : ବର୍ଦ୍ଧମାନ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के पश्चिम बंगाल राज्य का एक जिला।
बर्धमान जिले का मुख्यालय बर्धमान शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ବର୍ଦ୍ଧମାନର ଚାରି ଚରଣରେ ବର୍ଣ୍ଣ ସଂଖ୍ୟା ଅଲଗା ଅଲଗା ହୋଇଥାଏ
ସମକକ୍ଷ : ବର୍ଧମାନ
ଅନ୍ୟ ଭାଷାରେ ଅନୁବାଦ :